( ଟାଇ ବ୍ରେକରରେ ସେଞ୍ଚୁରିଆନ ଦଳ ବିଜୟୀ)ଓଡ଼ଗାଁ,୧୬।୧୧(ଅନୁପମ ମିଡ଼ିଆ): ପ୍ରତିବର୍ଷ ଭଳି ଚଳିତ ବର୍ଷ ନୟାଗଡ଼ ଜିଲ୍ଲାର ସର୍ବ ପୁରାତନ ଲଡ଼ୁକେଶ ଆଥଲେଟିକ ଆସୋସିଏସନ, ଶରଣକୁଳର ୬୪ତମ ସର୍ବଭାରତୀୟ ଫୁଟବଲ ଟୁଣ୍ଣାର୍ମେଣ୍ଟ ରବିବାର ଉଦଘାଟିତ ହୋଇଯାଇଛି।ପ୍ରଥମେ ଲଡ଼ୁବାବାଙ୍କ ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ବାହାରି ନାରାୟଣ ହାଇସ୍କୁଲ ପଡ଼ିଆର ଚତୁଃପାର୍ଶ୍ଵ ଦେଇ ମଞ୍ଚରେ ପହଞ୍ଚିବା ପରେ ଆସୋସିଏସନର ସଭାପତି ସତ୍ୟ
Read More
