ସ୍ବାସ୍ଥ୍ୟ ହିଁ ସମ୍ପଦର ପୃଷ୍ଠାରେ ଆଜି ଆମେ ଜାଣିବା ମଧୁମେହ(Diabetes Mellitus) ରୋଗ ବିଷୟରେ ,ଯେଉଁ ରୋଗ କି ଏବେ ଘରେ ଘରେ ବସା ବାନ୍ଧି ସାରିଚି॥ ମଧୁମେହ ର ବର୍ଣ୍ଣନା ବହୁ ପ୍ରାଚୀନ ଗ୍ରନ୍ଥ ମାନଙ୍କରୁ ମିଳିଥାଏ…ପନ୍ଦର ଶହ ବର୍ଷ ପୂର୍ବରୁ ଗ୍ରନ୍ଥ ମାନଙ୍କରେ ଏହାର ଉଲ୍ଲେଖ ବହୁମୂତ୍ର ରୋଗ ରୂପରେ ମିଳିଥାଏ…ଆୟୁର୍ବେଦୀୟ ଗ୍ରନ୍ଥ “ଚରକ ସଂହିତା”
Read More

ଆଜି ସ୍ବାସ୍ଥ୍ୟ ହିଁ ସମ୍ପଦର ପୃଷ୍ଠାରେ ଆମେ ଜାଣିବା “ଅର୍ଶ” ରୋଗ ସଂପର୍କରେ…ଯେଉଁ ରୋଗ କି ମନୁଷ୍ୟକୁ କଷ୍ଟ ଦେଉଥିବା ରୋଗ ମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ଏହି ରୋଗ ହେବା ଦ୍ବାରା ରୋଗୀ ଭୀଷଣ ଯନ୍ତ୍ରଣା ଭୋଗ କରିଥାଏ ॥ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଆମେ ଯଦି “ଅର୍ଶ” ରୋଗକୁ ବ୍ୟାଖ୍ୟା କରିବା ତେବେ ତାହା ଏକ ଦୀର୍ଘ
Read More

ଯେତେବେଳେ ଭାରତରେ କରୋନାଭାଇରସ୍ ରୋଗ କେବଳ 4 ଲକ୍ଷ ମାର୍କରେ ପହଁଚିଲା, ସେତେବେଳେ ମାରାତ୍ମକ ରୋଗର ଏକ ନୂତନ ଲକ୍ଷଣ ଜନସଂଖ୍ୟା ମଧ୍ୟରେ ଦୁଃଖ ସୃଷ୍ଟି କଲା | ବ୍ଲାକ ଫଙ୍ଗସ୍ ସଂକ୍ରମଣ ଭାବରେ ଜଣାଶୁଣା ମୁକର୍ମାଇକୋସିସ୍, ଅନେକ COVID-19 ବଞ୍ଚିଥିବା ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟତ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ ଓ ଓଡ଼ିଶାରୁ ଆଜି(10.05.2021) ଗୋଟିଏ ରିପୋର୍ଟ କରାଯାଇଛି।
Read More

ଆଜି ଆମେ ସ୍ବାସ୍ଥ୍ୟ ହିଁ ସମ୍ପଦର ଫର୍ଦ୍ଦରେ ଏମିତି ଏକ ରୋଗ ସମ୍ବନ୍ଧରେ ଜାଣିବା ଯାହା ସିଧାସଳଖ ରୋଗ ତ ନୁହେଁ କିନ୍ତୁ ଏହାର ବିକାରରେ ଶରୀରରେ ଅନେକ ପ୍ରକାର ରୋଗର ପ୍ରାଦୁର୍ଭାବ ବଢିଥାଏ ତଥା ମନୁଷ୍ୟ ବହୁତ କଷ୍ଟ ଭୋଗିଥାଏ…ଟି.ବି , କ୍ୟାନସର , ବ୍ଲଡ୍ ପ୍ରେସର , ଡାଇବେଟିସ୍ ଭଳି ଘରେ ଘରେ ପରିଚିତ ତଥା
Read More

ଆପଣଙ୍କ ଚର୍ମ, କେଶ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଏଠାରେ କାକୁଡି ରସର 12ଟି ଉପକାର ଉପଲବ୍ଧ | କାକୁଡି ରସ ପୁଷ୍ଟିକର ଖାଦ୍ୟ ସହିତ ପ୍ୟାକ୍ ହୋଇଛି ଏବଂ ଏହା ଆପଣଙ୍କ ଶରୀରର ସଠିକ୍ କାର୍ଯ୍ୟକୁ ଉତ୍ସାହିତ କରିଥାଏ |